STORYMIRROR

jagamohan pradhan

Romance

3  

jagamohan pradhan

Romance

ମୋ ପ୍ରେମିକା ପାଇଁ

ମୋ ପ୍ରେମିକା ପାଇଁ

1 min
120

ଫୁଲ ବିଛାଇଛି ତୁମ ଚଲା ପଥେ 

କଣ୍ଟାକୁ ରକ୍ତ ଦେଇ,

ସ୍ବପ୍ନ ସଜେଇଛି ପ୍ରିୟା ତୁମ ପାଇଁ

ରାତିକୁ ଲୁହ ଦେଇ।

ରକ୍ତ ଲହୁ ସବୁ ବୁହାଇ ଦେଇଛି

ତୁମରି ଖୁସି ପାଇଁ,

ଜୀବନକୁ ବାଜି ଲଗେଇ ଦେଇଛି

କେବଳ ତୁମ ପାଇଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance