STORYMIRROR

Swarnalata Patnaik

Romance

3  

Swarnalata Patnaik

Romance

ମୋ ଫୁଲ

ମୋ ଫୁଲ

1 min
408


ତୁମରି ସୁବାସେ ମୁଁ ମନ ମୁଗ୍ଧକର 

ତୁମରି ପରଷ ଆଣେ ମୋ ଶରୀର ଶିହରଣ

ଦିବରାତି ଖାଲି ବସି ତୁମର ସେହି ସୁନ୍ଦର ତନୁର କଳ୍ପନା

କି ସୁବିଧାତା ମନ୍ଦିମ ଯେତେବେଳଳେ ଉଙ୍କି ମାରେ ପ୍ରିୟତମ ତୁମ ଛବି,

ତୁମର ସେହି ଗୋଟିଗୋଟି ଫୁଲର ପାଖୁଡ଼ାରେ

ଦେଖାଇ ଦିଅ ତାର କଳ୍ପନାର ଛବି।


ଭ୍ରମର ଗୁଣୁ ଗୁଣୁ ଗୀତ ସହିତ,

ଓଠରେ ଦେଇ ଦିଅ କେତେ ଯେ ଚୁମ୍ବନ,

ତୁମରି ରୂପ ରାଇଜର ମୁଁ ପାଗଳ ଭଅଁର ଏହିଠି ରଙ୍ଗ ବିରଙ୍ଗର,

ପୋଷାକରେ ଭରିଦେଇ ଛ ତୁମ ତନୁ ମନ ମହଠି 

ମଲ୍ଲି ମାଳତୀର ହସ ତୁମରି,


କଷ୍ଟକିତ ହେଇଭି ତୁମେ ଆଜି,

ଦେଇଛ ମୋ ହୃଦୟେ ତୁମରି ମାୟା

ମୋ ଶରୀର ମନ ତୁମରି ଆଳାପେ 

ନିତିଦିନ ଖୋଜୁଥାଏ ତୁମରି ଛାୟା।


ଫୁଲଟିଏ ହୋଇ ଫୁଟିଛ ମୋ ବଗିଚାରେ

କେତେ ନିରୀମାଖୀ ନିରୀମାୟା,

ତୁମରି ବର୍ଣ୍ଣନା କି ଅବା କରିବି ?

ତୁମେ ମୋ ପ୍ରିୟତମା ମୋ ପ୍ରିୟା

ବିଧାତା ତୁମକୁ ଜନମ ଦେଇଛି

ମୋ ଫୁଲ ବଗିଚାରେ

ନିତି ନିତି ଦେଖୁଥିବି ତୁମରି କାୟା।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance