Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manas Kumar

Abstract

3  

Manas Kumar

Abstract

ମୋ ମାଟି ମା ଭାରତ ବର୍ଷ

ମୋ ମାଟି ମା ଭାରତ ବର୍ଷ

1 min
255


ଏ ମାଟି ଏ ଦେଶ 

ଯାହାର ନା ଟି ଭାରତ ବର୍ଷ 


ପରାଧିନତା ର ଶୃଙ୍ଖଳ ଖୋଲି 

ଆମ ମହାପୁରୁଷଙ୍କୁ ଆମେ ଆଜି ଯାଇନୁ ଭୁଲି 


ବିଶ୍ୱ ରେ ମହାନ ଆମ ଗଣତନ୍ତ୍ର 

ଆମ ଦେଶ ଶିଖାଏ ସଭିଙ୍କୁ ଧର୍ମନିରପେକ୍ଷତା ର ମନ୍ତ୍ର 


ଧର୍ମ ର ଭୂମି ଏ ଭାରତ ବର୍ଷ 

ଉଚ୍ଚ କରି ଆମ ଆଚାର, ରଖିବୁ ମାଟି ର ଯଶ 



Rate this content
Log in

Similar oriya poem from Abstract