STORYMIRROR

Arun Kumar Mitra

Inspirational

2  

Arun Kumar Mitra

Inspirational

ମୋ କବିତା

ମୋ କବିତା

1 min
13.1K


ମୁଁ ଯେ କବିତା ଲେଖେ ଶବ୍ଦେ ଶବ୍ଦେ

ଉପମା ପ୍ରତୀକ ଆଉ ବ୍ୟଞନାରେ,

ଛନ୍ଦୋମୟ ସୁନ୍ଦରର ପ୍ରତିମା ତିଆରେ

ମୋହର କବିତା ଖାଲି ସୁନ୍ଦରର ଆବରଣେ

ଅଳଙ୍କାରର ଚାକ ଚକ୍ୟ ନେଇ ଦେଖା ଦିଏ

ଅପୂର୍ବ ତିଳୋତ୍ତମା ରୂପେ

ତଥାପି ମୋହର ଲେଖା ଅନାଦରେ ଥାଏ ପଡି

ଛିଣ୍ଡା ପତରରେ, କେବେ ପୁଣି ଆବର୍ଜନାର ସ୍ତୂପେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational