Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmini Acharya

Romance Classics

3  

Padmini Acharya

Romance Classics

ମୋ ଜୀବନ ସାଥୀ

ମୋ ଜୀବନ ସାଥୀ

1 min
110


ମୋ କବିତା ର କବି ତୁମେ,

ମୋ ହ୍ରୁଦୟ ର ସ୍ପନ୍ଦନ ତୁମେ,

ମୋ ଖାଲି ସ୍ଥାନ କୁ ଭରିଦେଇଛ

ତୁମେ ତୁମ ଭଲ ପାଇବା ରେ।


ମୁଁ ହ୍ରୁଦୟ ହେଲେ ତୁମେ ତୁମେ ମୋ ଶବ୍ଦ,

ମୁଁ କାଗଜ ହେଲେ ତୁମେ ମୋ କଲମ,

ମୁଁ ଲେଖିକା ହେଲେ ତୁମେ ମୋ କାହାଣୀ,

ମୁଁ ଗାୟକ ହେଲେ ତୁମେ ମୋ ସ୍ୱର,

ତୁମଠୁ ଆରମ୍ଭ ଆଉ ତୁମ ଠୀ ଅନ୍ତ।


ଜୀବନ ରେ ଆଗକୁ କେତେ

ଯେ ବାଟ ଚାଲିବାର ଅଛି,

ତୁମେ ଥିଲେ ସାଥୀ ରେ ସବୁ ବାଟ ସୁନ୍ଦର,

ହାତ ଧରି ଚାଲିବ ମୁଁ ବାଟ ପଦ ରେ ପଦ ମିଶେଇ,

ନା ମୁଁ ପଛରେ ନା ତୁମେ ପଛରେ,

ଚାଲିବା ଏକାଠି ହୋଇ।


Rate this content
Log in

Similar oriya poem from Romance