Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmini Acharya

Classics Others

3  

Padmini Acharya

Classics Others

ମମତାମୟୀ ମାଆ

ମମତାମୟୀ ମାଆ

1 min
151


ମାଆ ତୁ ମମତା ର ସାଗର,

ମାଆ ତୁ ସ୍ନେହ ର ଗନ୍ତାଘର।

ମାଆ ତୁ ଶାନ୍ତି ସ୍ୱରୂପା,

ମାଆ ତୁ ଦୟା ସ୍ୱରୂପା।

ତୁ ରାଗିଗଲେ ପୃଥିବୀ ର ହୁଏ ବିନାଶ,

ତୁ ହସି ଦେଲେ ସବୁର ହୁଏ ପୁଲକିତ।

ତୁ ମମତାମୟୀ

ତୁ ବିନାଶ ହାରଣୀ,

ତୁ ହିଁ ଦାତା ତୁ ହିଁ ବିଧାତା।

ତୋ କୋଳ ରେ ପୁରା ସଂସାର,

ତୋ ଠୁ ଆରମ୍ଭ ତୋ'ଠି ଅନ୍ତ।


Rate this content
Log in

Similar oriya poem from Classics