STORYMIRROR

Swagatika Sahoo

Inspirational

3  

Swagatika Sahoo

Inspirational

ମୋ ଜଗତନାଥ

ମୋ ଜଗତନାଥ

1 min
338

କୁନି କାଠ କଣ୍ଢେଇ ମୋ ଜଗତନାଥ,        

ଧୂଳି ଘରେ ତୋ ସାଥିରେ ବସିଲି ମିତ।       


ଧୂଳିରେ ତିଅଣ ଭାତ ପରଶି ଦେଲି,         

ତୋ ଘରକୁ ଗଲେ ଦେବୁ ଅବଢା ଡାଲି।       


ଚିରା କନା ପିନ୍ଧାଇଲି ଦେହକୁ ତୋର,        

ତୋ ଘରକୁ ଗଲେ ଦେବୁ ପାଟ ଚଦର।        


ମିତ ବୋଲି ଭାବି ମୋତେ ପାଛୋଟି ନେବୁ,      

କୋଳରେ ବସାଇ ମୋର ଦୁଃଖ ବୁଝିବୁ।  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational