STORYMIRROR

Swagatika Sahoo

Abstract

3  

Swagatika Sahoo

Abstract

ଗୁରୁ

ଗୁରୁ

1 min
285

ଗୁରୁ ବିନା ଜଗତରେ କିଏ ଅଛି ବଡ଼।                     

ଗୁରୁ ହିଁ ପରମ ପିତା ଗୁରୁ ହିଁ ଈଶ୍ୱର।       

ଗୁରୁଙ୍କ କରୁଣା ବିନା ସବୁତ ଅସାର।                     

ଗୁରୁ ବିନା ବିଦ୍ୟା ନାହିଁ ଜଗତେ କାହାର।                                          

ଆଲୋକ ଶିଖାର ଗୁରୁ ହିଁ ଇଙ୍ଗିତ।                       

ତୁମ୍ଭ ପାଇଁ ଜନ୍ମ ମୁହିଁ।                  

ଅନ୍ଧାର ପଥରେ ତୁମେ ତ ଲଉଡି।                      

ଅଣ୍ଡାଳି ଚାଲୁଛି ମୁହିଁ।                                                      

ସବୁ ରାସ୍ତା ବନ୍ଦ ହେଇଗଲେ

ଗୁରୁ ହିଁ ନୂତନ ରାସ୍ତା ଦେଖାନ୍ତି    

ଗୁରୁ ହିଁ ଶ୍ରେଷ୍ଠ ଭଗବାନ ସ୍ୱୟଂ ଭଗବାନ

ଶ୍ରୀମଦ ଭଗବତ ଗୀତାରେ କୁହନ୍ତି।                    

ଜୀବନରେ କିଛି ପାଇବାକୁ ହେଲେ

ଗୁରୁଙ୍କୁ ଆଦର କର।     

ନତମସ୍ତକ ହୋଇ ଶ୍ରଦ୍ଧାରେ ତାଙ୍କୁ ପ୍ରଣାମ କର  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract