STORYMIRROR

Swagatika Sahoo

Inspirational

3  

Swagatika Sahoo

Inspirational

ନାରୀ

ନାରୀ

1 min
339

ଆଜି ନାରୀ ହେଇଛି ଶିକ୍ଷାରୁ ବଞ୍ଚିତ         

କିମ୍ପା କରିବ ହୋଇକି ବା ଶିକ୍ଷିତ,         

ସେ ପରା ହେଇଛି ଚୁଲି ମୁଣ୍ଡକୁ ଜାତ        

ଏହା ହିଁ ଅସାମାଜିକ ବ୍ୟକ୍ତିର ମତ।         


ନାରୀଗଣଙ୍କୁ କର ସଭିଏଁ ସୁରକ୍ଷା         

ତେବେ ଦେଶରୁ କମିବ ନାରୀ ଭ୍ରୂଣହତ୍ୟା,      

ଦେଶ ପାଇବ ରାମରାଜ୍ୟର ଆଖ୍ୟା,        

କରନ୍ତୁ ଗ୍ରହଣ ଏହି ମହାନ ଦୀକ୍ଷା।         


ନାରୀ ନୁହେଁ ସେ ଅଟଇ ନାରାୟଣ         

ନାହିଁ ତ ମନରେ ହିଂସା କି ପ୍ରତାରଣ,        

ସଭିଙ୍କର ଅଟେ ସେ ଖୁସିର କାରଣ        

 ସେ ହିଁ ସମାଜ ଉନ୍ନତ ଉଦାହାରଣ।  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational