STORYMIRROR

କବିଶ୍ରୀ ଅକ୍ଷୟ କୁମାର ବେହେରା

Inspirational

4  

କବିଶ୍ରୀ ଅକ୍ଷୟ କୁମାର ବେହେରା

Inspirational

ମୋ ଭାରତ

ମୋ ଭାରତ

1 min
319


କଳା ସଂସ୍କୃତିରେ ପୂଜ୍ୟ ମୋ ଭାରତ

ଶ୍ରେଷ୍ଠ ଯା ବିରତ୍ବ ଗାଥା,

ମନ୍ଦିର, ମସଜିଦ୍, ଚରଚ୍ ଗୁଡିକ

କହେ ଇତିହାସ କଥା ।


ସବୁ ଧର୍ମର ଲୋକବାସ ଯୋହିଁ

ସେ ମୋ ଭାରତ ଭୂଇଁ,

ଶାନ୍ତି ଓ ମୈତ୍ରିର ଦେଶ ଆମ ପରି

ସାରା ବିଶ୍ବରେ ନାହିଁ ।


କିଏ କହେ କୃଷ୍ଣ, ପୁଣି କିଏ ରାମ

କେ ଡାକେ ଭଳାଶଙ୍କର,

କେ ଡାକଇ ଯିଶୁ କେ ଡାକଇ ଆଲ୍ଲା

ଧନ୍ୟ ମୋ ଦେଶ ବିଚାର ।


ଗଣତନ୍ତ୍ର ରାଷ୍ଟ୍ର ଅଟେ ମୋ ଭାରତ

ବିଭିନ୍ନତା ରେ ଏକତା,

ଶତୃକୁ ନିପାତ କରିବାର ଲାଗି

ରହିଛି ଆମ ଦୃଢତା ।



Rate this content
Log in

Similar oriya poem from Inspirational