STORYMIRROR

Manas Kumar

Inspirational

4  

Manas Kumar

Inspirational

ମୋ ଭାରତ ର ସମ୍ବିଧାନ

ମୋ ଭାରତ ର ସମ୍ବିଧାନ

1 min
484

ଗାନ୍ଧୀ ନେହେରୁ ଆଉ ସୁବାଷ ବୋଷ 

ଯାହାଙ୍କ ଯୋଗୁ ଆମେ ପାଇଲେ ସ୍ୱାଧୀନ ଦେଶ 

ସ୍ୱାଧୀନତାର ପରେ ଛବିସ ଜାନୁଆରୀ ୧୯୫୦ ଦିନ 

ଲାଗୁ ହେଲା ଆମ ସମ୍ବିଧାନ  ।


ନାମ ଟି ତାଙ୍କର ଭୀମରାଓ ଆମ୍ବେଦକର 

ଯେକି ଥିଲେ ସମ୍ବିଧାନ ପ୍ରଣୟନର ସୂତ୍ରଧର  ।


ସ୍ୱାଧୀନ ଦେଶ ଓ ସ୍ୱାଧୀନ ନାଗରିକ 

ସମ୍ବିଧାନ ଦିଏ ଶିକ୍ଷା ସ୍ୱାଧୀନ ଅଧିକାର ଆଉ କର୍ତବ୍ୟର 

ଏ ସମ୍ବିଧାନକୁ ଆମେ ଦେବା ସନମାନ 

ତାହା ହେଲେ ରଖିବା ଦେଶ ଓ ଜାତିର ମାନ  ।



Rate this content
Log in

Similar oriya poem from Inspirational