STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ମୋ ଭାଇ

ମୋ ଭାଇ

1 min
224


ଭାଇ ତୁ ଆମର ଅତି ନିଜର

  ତୋବିନା କିଏ ଯେ ବୁଝିବ ଅନ୍ତର ,

ବାଲ୍ୟ କାଳୁ ଆମେ ସାଥିରେ ଖେଲିଲେ,

  ହାତ ଧରି ଆମେ ବିଦ୍ୟାଳୟ ଗଲେ,

ମୋ ଖୁସି ପାଇଁ ହସାଉ ଥାଉମୋତେ,

  ତୋବିନା ତକେହି ନହେବ ଜଗତେ,

ସରଧାରେ ରାକ୍ଷୀ ବାନ୍ଧେ ତୋ ହାତରେ,

   ସାଥିରେ ରହିବୁ ବିପତି ବେଳାରେ,  

ମୋ ସୁଖ ଦେଖିବାକୁ ଚାହୁଁ ଯେ ନୀତି,

  ଇଶ୍ଵରଙ୍କ ପାଖରେ କରୁ ବିନତି,

ମୋ ହାତ ରନ୍ଧା ଖାଉ ହରସ ହୋଇ ,

   ପ୍ରଶଂସା କରୁଥାଉ ମୋପାଇଁ ତୁହି,

ଯାତରା ବଜାର ଯାଏ ତୋ ସାଥିରେ       

ସୁରକ୍ଷାକରୁ ମୋ ସବୁ ସମୟରେ

ରହିଥା ଭାଇ ସଦା ପାଖରେ ମୋର,

   କରିବୁ ନାହିଁ କେବେ ତୋ ଠାରୁ ଦୂର 


    


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational