STORYMIRROR

Dr.Priyadarshee Praharaj

Romance Classics Others

3  

Dr.Priyadarshee Praharaj

Romance Classics Others

ମୋ ଆଖିରେ ତୁ

ମୋ ଆଖିରେ ତୁ

1 min
140

କେତେ ଖାଲି ଲାଗି ପାରେ ମନ,

ତୋ ବିନା ଉଦାସ ଭରା ଏ ଜୀବନ।


ଦିନେ ନ ଦେଖିଲେ, ପାପ ଛୁଏଁ ମନକୁ

ଭାବେ ତୋଳି ନେବି ଆଦରେ ହୃଦୟ କୋଣକୁ।


ତାହା କି ସନ୍ତୁଷ୍ଟ କରେ ଅକୁହା ଆବେଗ କୁ,

ଯେବେ ସ୍ବପ୍ନ କାର୍ଯ୍ୟତଃ ହୁଏନି, ବାସ୍ତବତା କୁ।


ମୁଠାରେ ଧରିଲେ ଅଣନିଶ୍ୱାସି ହୋଇ ଯାଉ ତୁ,

ତେଣୁ ସାଇତିଲି ଏବେ ମୋ ଆଖିରେ ତୁ।


ଖୁସିରେ ଚହଟେ ଢଳ ଢଳ ହୋଇ,

ଦୁଃଖରେ ଗଡାଏ ଲୁହ।


ପ୍ରେମିକା ତୁ ଯେ ମୋହର ପିଢ଼ି ପରେ ପିଢ଼ି,

କେମିତି ଛାଡ଼ିବି ମୋହ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance