STORYMIRROR

Kalandi pal

Inspirational

3  

Kalandi pal

Inspirational

ମଙ୍ଗଳମୟୀ

ମଙ୍ଗଳମୟୀ

1 min
339

ମଙ୍ଗଳମୟୀ ମାଆ ମନ୍ଦାରମୟୀ ମା

  ମାନସିକ ମୟୀ ମାଆ.

ସିନ୍ଦୂରମୟୀ ମାଆ କରୁଣାମୟୀ ମାଆ

  କରୁଣାର ବହେ ବାଆ.

ତୁହି ମୋ ତାରିଣୀ ମାଆ

  ତୁହି ମୋ ତାରିଣୀ ମାଆ. l0l


ଏ ଜୀବନେ ତୋତେ ଡାକି ଡାକି କେତେ

  ପାଇଛି ପରଶ ତୋର.

ସମର୍ପି ଦେଇଛି ପାଦ ତଳେ ତୋର

  ଏ ପାପ ଜୀବନ ମୋର.

ତୁହି ମୋର ସାହା ମାଆଲୋ ଯୋଗମାୟା

  ତୋ ବିନା ମୁଁ ଏକୁଟିଆ. l1l


ଆର ଜନମକୁ ସେବା କରିବାକୁ

  ଦାସୀରେ ଦେବୁ ଜନମ.

ନିତି ତୋର ସେବା କରୁଥିବି ଅବା

  ଭାବେ ହଜାଇ ପରାଣ.

ତୋ ବେଢାରେ ଥିବି ନିତି ଦେଖୁଥିବି

  ହାତେ ସଜେଇକି ମାଆ. l2l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational