STORYMIRROR

Liza Senapati

Abstract

2  

Liza Senapati

Abstract

ମନେପଡୁ ଆଜି

ମନେପଡୁ ଆଜି

1 min
154

ତୋ କଥା ଆଜି ଭାରି ମନେପଡୁଚି

ତୋ ସ୍ମୃତି ରେ ବାଟ ଚାଲୁଚି

ପ୍ରତିକ୍ଷଣ ଜଳେ ନିରବରେ

 ସ୍ମୃତି ତୋର ମତେ ଜାବୁଡି ଧରେ

ଚାହ୍ନିଲେବି ତୋଠୁ ଦୂରେ

ପାରେନା ମୁଁ ଯାଇ

ପଛରୁ ଭିଡି ଧରି

ହାତ ଠାରି ଡାକେ

ତୋ ସାଥେ ବାଟ ଚାଲିବାକୁ

ଭଲପାଏ ତତେ ଏମିତି

ମରୁଭୂମିରେ ପାଣି ଯେମିତି

ବାଟୋଇ ଟେ ଏକା ମୁଁ

ନିଛାଟିଆ ଏ ରାସ୍ତାରେ

ଲାଗେ ସତେ ତୁ

ସ୍ମୃତିର ପଟୁ ରେଖା ତଳେ

ଦୃଲ୍ଲଭ ଦରବ ଟେ ମୋ ପାଇଁ

ନିଶ୍ୱାସ ଆଜି ଅଣ ନିଶ୍ୱାସି ତୋ ବିନା

ପଚାରୁଚି ଆଖି ଲୁହକୁ

କେତେ ଆଉ ତୁ କାଦ୍ଦିବୁ

କି ଦୁଖଃ ଦେଇଗଲୁ 

ଆଖି ଲୁହ ଭିଜା

କି ସପନ ଦେଖଉଛୁ

ଛାତି କୋହ ଭରା

ରେ ମନ ତାକୁ ଆଉ ମନେ ପକାନା

ଯାଇଚି ସେ ତୋଠୁ ଦୂରେ ଚାଲି

ଫେରିବନି ଆଉ ସେ ତତେ ଝୁରି ଝୁରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ

Similar oriya poem from Abstract