STORYMIRROR

Brundabana Pradhan

Romance

2  

Brundabana Pradhan

Romance

ମନେପଡେ

ମନେପଡେ

1 min
56

ଏମିତି କେତେ ବର୍ଷ ବିତିଯାଏ 

ଜାଣିହୁଏନି ଅଥଚ !

କେତେ ଯେ ନୂଆ ମୁହଁ 

ଆଖିପଳକ କୁ ଆସିଥାନ୍ତି 

ଯାଇଥାନ୍ତି ତାର ହିସାବ 

କରିହୁଏନା ତଥାପି ତ

ମନେପଡେ ସେଇ

ଚିହ୍ନା ଅଚିହ୍ନା ମୁହଁ ଟିକକ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance