Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Friends of Tribal Society-ODISHA

Romance

4.1  

Friends of Tribal Society-ODISHA

Romance

ମନେପଡ଼ ତୁମେ

ମନେପଡ଼ ତୁମେ

1 min
273



ଇଚ୍ଛା ହୁଏ

ତୁମ ବଳିଷ୍ଠ ବାହୁବନ୍ଧନର

ପରିଧି ଭିତରେ 

ଘରଟିଏ ତୋଳିବାକୁ

ପୁଣି ଇଚ୍ଛ ହୁଏ

ଆଙ୍କିବାକୁ ଛବିଟିଏ 

ତୁମ ହୃଦୟ ରେ ।


ଜୀବନ ର ପ୍ରତିଟି ମୁହୂର୍ତ୍ତରେ 

ମନେପଡ଼ ତୁମେ

ଖାଁ ଖାଁ ଲାଗେ,

ସବୁକିଛି ତୁମରି ଅନୁପସ୍ଥିତିରେ

ମନେପଡେ

ସମୁଦ୍ର ର ବେଳାଭୂମି କଥା,

ମନେପଡ଼ ପ୍ରିୟା ତୁମେ 

ଜୀବନର ପ୍ରତି ମୁହୂର୍ତ୍ତରେ ।


ମୁକ୍ତାକାଶ ର ବିହଙ୍ଗ ପରିକା

ଘୁରିବୁଲ ମୋ ମନ ଆକାଶେ

ଧରିବାକୁ ଇଚ୍ଛାହୁଏ 

ଧରି ମୁ ପାରେନା

ପୁଣି ଅଙ୍କିବାକୁ ଇଚ୍ଛା ହୁଏ 

ତୁମ ପ୍ରତିଛବି

ମୋ ମନର ସାଦା କାଗଜରେ

ମନେପଡ଼ 

ପ୍ରିୟା ତମେ ଜୀବନର ପ୍ରତି ମୁହୂର୍ତ୍ତରେ ।


Rate this content
Log in

Similar oriya poem from Romance