Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବିହାରି ମାଝୀ

Comedy Children

4  

ବିହାରି ମାଝୀ

Comedy Children

ରସିଆ ଅଜା

ରସିଆ ଅଜା

1 min
217



ଅଜା କହୁଛେ ସୁନ୍‌ ରେ ନାତି

ଫୁପ୍‌ଲା ଟୁଁଡେ ପାଚ୍‌ଲା ଲେତି

ଲଁଡା ମୁଡ଼୍‌ କେ ତେଲ୍‌ ।

ଦେଖୁନ ଦେଖୁନ ବଏସ୍‌ ଗଲା 

ବୁଢା କାଲେଁ ଲାଡ୍‌ ଗେଲ୍‌ ।।


ନାତି କହୁଛେ ସୁନ୍‌ ଗୋ ଅଜା

ଆନି ଦେଇଛେଁ ଦାତ୍‌ରି ଖଜା

ଖାଇବୁ ବଏଲେ ଖା ।

ପାନ୍‌ବିଡି ଖାଇ ଆଇ ବୁଢି ସାଙ୍ଗେ

ଲାଡ଼୍‌ ହେବୁ ଘାଏ ଯା ।।


ଆଇ ବୁଢି ମୋର୍‌ ପାଚ୍‌ଲା ମୁଡ଼ି

ଭୁଜ୍‌ନି ହାତେ ପିନ୍ଧିଛେ ଘଡି

ସେନ୍ଦୁର୍‌ ଟିକା ମାଖି ।

ଅଜା ବୁଢା କେ ଦେଖିକରି

ହେଉଛେ ଚାହାନି ଚାଖି  ।।


ଅଜା ବୁଢ଼ା ଥତ୍‌ଲୋ ପେଟା

ଆଇ ବୁଢିର୍‌ ଅଏଁଠା ଚଟା

ନାତିର୍‌ କଥା କେ ମାନି ।

କାଣା ଭାବିକରି ଧରିପକାଲା

ବୁଢିର୍‌ ପନତ୍‌ କାନି  ।।


ଆଇ ବିଉଟି ଦେଲା ଲେହେଁଟି

ବୁଢ଼ାର୍‌ ଉପ୍‌ରେ ପଡ଼୍‌ଲା ହିଟି

ମାଏଲା ମୁଲ୍‌କି ହଁସି।

ବୁଢା ଧଏଲା ବୁଢ଼ିର୍‌ ହାତ୍‌ କେ

ଘର୍‌ କେ ଗଲେ ପସି  ।

ନାତି ମୁଇଁ ଦେଖି ଇଆଡ୍‌ ସେଆଡ୍‌

 ଠୋ ଠୋ ଦେଲି ହଁସି  ।।


            


Rate this content
Log in

Similar oriya poem from Comedy