ଆ କା ମା ଭୈ
ଆ କା ମା ଭୈ
ଆ କା ମା ବୈ
ପାନ ଗୁଆ ଥୋଇ I
ମାସ ଯାକ ଅରୁଆ ଖାଇ
ଧରମ କରିଛି ମୁଇଁ I
ଆଜିଟା ଚାଲି ଯାଇ,
ମାଂସ ପାଇଁ ହାଇଁ ପାଇଁ I
କାଲିଠୁ ପିଆଜ ରସୁଣ ଖାଇ,
ତା ସହ ଭାକୁର ରୋହି I
ଚିକେନ ମଟନ ଖାଇ
ପାଳିବି ମୁଁ ଛାଡ ଖାଇ I
ଜିଭ ଲାଳସା ମେଣ୍ଟାଈ,
ଧରମ ଚୁଲିକି ଯାଇ.........
