STORYMIRROR

Asish Ranjan Dash

Romance

2  

Asish Ranjan Dash

Romance

ପ୍ରେମ ପାଇଁ ଏକ ଅଣୁ କବିତା

ପ୍ରେମ ପାଇଁ ଏକ ଅଣୁ କବିତା

1 min
468

ତୁମଠୁ ଆରମ୍ଭ ତୁମଠି ଶେଷ

ମୋ ଭଲପାଇବାର ସ୍ବପ୍ନI

ତୁମେ ମୋ ରାତିର ଶେଷ କଳ୍ପନା

ତୁମେ ମୋ ପାହାନ୍ତା ଜହ୍ନ

ଭିଡ଼ରୁ ତୁମକୁ ଖୋଜିପାରେ ମୁ ଯେ

ନଥିଲେ ମୋର ନୟନ,

ତୁମକଥା ଭାବି ଶୁଏ ମୁ ରାତିରେ

ତୁମ ସ୍ୱପ୍ନେ ହୁଏ ଦିନ

ତୁମେ ମୋ ମନର ପରୀ ରାଇଜର ରାଣୀ

ତୁମେ ମୋ ପୁନେଇ ଜହ୍ନ,

ତୁମକୁ ଜୀବନେ ନପାଇ ପାରିଲେ

ବଂଚିବା ଆଶା ହେବ ଲୀନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance