STORYMIRROR

Asish Ranjan Dash

Abstract

2  

Asish Ranjan Dash

Abstract

ଆସିଲା ପୁଣି ନିର୍ବାଚନ

ଆସିଲା ପୁଣି ନିର୍ବାଚନ

1 min
164

ଆସିଲା ପୁଣି ନିର୍ବାଚନ, 

ପଡିବ ଉଠିବ ସବୁଚିହ୍ନ

ଆରମ୍ଭ ହେବ ରାଜନୀତି, 

ପ୍ରସ୍ତୁତ ହେବ ରଣନୀତି

 ବୁଲିବେ ନେତା ଘର ଘର, 

ଭୋଟ ମାଗିବାକୁ ଆଗଭର

ଜିଣିଲେ ଗଢ଼ିବୁ ରାମରାଜ୍ୟ, 

ଶୃଙ୍ଖଳାରେ ସହଜେ କରିବୁ ସବୁକାର୍ଯ୍ୟ

ଦି ଦିନର ଏ ଭାତୃପ୍ରୀତି, 

ସତ୍ତାରେ ଆସିଲେ ଭୁଲିବେ ପ୍ରତିଶୃତି

ପାଞ୍ଚ ବରଷ ମୁଣି ଭରି,

ସହଜେ ଠକି ହେବେ ପାରି

ତାପରେ କରିବେ ଦଳ ବଦଳ,

 ନହେଲେ ଗଢିବେ ନୂଆ ଦଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract