STORYMIRROR

Chittaranjan Lenka

Inspirational Abstract

2  

Chittaranjan Lenka

Inspirational Abstract

ମନ

ମନ

1 min
14.4K


ହୋଇଥାଅ ପଛେ      ଚଉଦ ପନ୍ଦର

କିମ୍ବା ପଞ୍ଚସ୍ତୋରୀ ବର୍ଷ

ଝଡ ଝଞ୍ଜା ପଥେ   ଆସୁଥାଉ ଯେତେ

ମନକୁ ରଖ ଉଲ୍ଲାସ


ପୋକ କାଟି ଦେଲେ ଗଛର ଚେରକୁ

କି ହେବ ଗଛର ହାଲ

ମନ ମାରି ଦେଲେ    ବୟସ କି ଲାଭ

ବଞ୍ଚିବି ମରିବା ତୁଲ


ଚିତ୍ତ ରଞ୍ଜନ ଲେଙ୍କା (କଟକ) ©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational