STORYMIRROR

kamal kumar dash

Romance

2  

kamal kumar dash

Romance

ମନ କଥା

ମନ କଥା

1 min
70


ମନ ମନ କଥା        କିଏବା ବୁଝିବ 

      କିଏବା ବୁଝାଇ ଯିବ

ଡରନା ସାଥି ମୋ    ମୁଁ ଅଛି ତୋ ପାଶେ 

       କହିକି ଲୁହ ପୋଛିବ(୧)

ମନ କଥା ଖାଲି     ମନରେ ମାରିଲେ 

        ମନ ଭରି ଭରି ଆସେ 

ମନ କଥା ତୁମେ       ଥରେ କହିଦେଲେ

       ମନ ପୂରିଯାଏ ହସେ (୨)

ମୋ ମନର କଥା      ତୁମେ ବୁଝି ପାର 

        ହେଲେ ବି ମନେଇ ଝିଅ 

ଟିକିଏ ହସିକି         ଅଳପ କଥାରେ 

       ମତେ ତ ବୁଝାଇ ଦିଅ (୩) 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance