ମନ୍ ଆଉ ବିବେକ୍
ମନ୍ ଆଉ ବିବେକ୍
ଜୀବନ୍ ରାସ୍ତାରେ ମୁନୁଷ୍ ସାଇକିଲ୍
ଚାଲୁଥିସି କେତେବେଲେଁ ବର୍କସ୍ ହେଇ ତ କେତେବେଲେଁ ହେଇ ଢିଲ୍ |
ମୁନୁଷ୍ ସାଇକିଲେଁ ମନ୍ ଟା ଚକା
ଗଡ଼ୁଥିସି ନାଇଁ ଦେଖିକରିଁ ରାସ୍ତାଟା କଚ୍ଚା ଆଏ କି ପକ୍କା |
ମୁନୁଷ୍ ସାଇକିଲେଁ ବିବେକ୍ ଟା ଆଏ ବ୍ରେକ୍
ସବୁବେଲେଁ ସବୁ ପାର୍ଟ୍ କେ କରୁଥିସି ଚେକ୍ |
ମନ୍ ଅମାନିଆ ନାଇମାନେ କେଭେଁ କଥା
ତାହାକେ ଠିକ୍ ବାଟ୍କେ ଆନ୍ବାର୍କେ ବିବେକ୍ ହେଇଯାଏସି ଅଥା |
ବିବେକ୍ ସାଙ୍ଗେ ମନ୍ ନାଇଁ ମିଶନ୍ ସହଜେଁ
ଦୁହେ ମିଶିଗଲେଁ ସଫଲ୍ ହେବା ମୁନୁଷ୍ ନିଜେଁ ନିଜେଁ |
ମନ୍ ଆଉ ବିବେକ୍ ଗଲେଁ ମିଶି
ଜୀବ୍ନେ ସଫଲ୍ ହେବାର୍ ବାଟ୍ ଜଲ୍ଦି ଯାଏସି ଦିଶି |
ବିବେକ୍ ଆଉ ମନ୍ ନାଇଁ ମିଶ୍ଲେଁ କେଭେଁ
ସଫଲ୍ ନାଇଁ ହଉ ଜୀବନ୍ ରାସ୍ତାରେ କେଭେଁ |