Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

GAGAN KUMAR DASH

Romance

4  

GAGAN KUMAR DASH

Romance

ମିଶି ଯିବା ଆସ

ମିଶି ଯିବା ଆସ

1 min
245


ସୂର୍ଯ୍ୟଙ୍କର କିରଣର

କୋମଳ ସ୍ପର୍ଶରେ

ବିକଶିତ ହେଉ

ଆମ ଦୁଇଟି ପାଖୁଡ଼ା

ମିଳନର ମହୁରୀରେ

ହସି ଉଠୁ ଆମର ସଂସାର

"ତୁମେ ଓ ତୁମେ" ର

ମୃଦୁ ଗୁଞ୍ଜରଣରେ

ଗୁଞ୍ଜରିତ ହେଉ

ଆମ ସୁନେଲି ସପନ

ଆସ ପ୍ରିୟତମା

ମିଶି ଯିବା ଆସ

ହୃଦୟ ହୃଦୟ ଭିତରେ

କେଉଁ ଏକ ଅଜଣା ସହରେ

ଯେଉଁଠି ନ ଥିବ

କିଛି କଟକଣା ।।


Rate this content
Log in