Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramila Mohanty

Inspirational

4  

Pramila Mohanty

Inspirational

ମିଛ ସମ୍ପର୍କ

ମିଛ ସମ୍ପର୍କ

1 min
63


ମିଛ ସମ୍ପର୍କ

ସମ୍ପର୍କରେ ଆସିଲେ ଆଲୋଡନ

ଛାଇଯାଏ ଘନ କୁହୁଡିର

ଆସ୍ତରଣ

ପ୍ରହେଳିକା ସାଜି ସଞ୍ଜ ସକାଳ 

ମନକୁ କରେ ଵ୍ଯଥିତ ।

ଭଗ୍ନହୃଦୟ ହୁଏ ବ୍ଯାକୁଳିତ

ଖୋଜି ବୁଲେ ଆଶ୍ରୟ

ଦେବ କି କହି ଅସହ୍ଯ

ଯନ୍ତ୍ରଣାର ଗାଥା

 ଅନ୍ତର ବେଦନାର

ପରିତ୍ୟକ୍ତ ପୃଷ୍ଠା ।

ଅନର୍ଗଳ ଅପାସରା କଥା

ନୀରବ ଝଡ଼ରେ

ହୋଇଯିବ ଉଦ୍ଭାସିତ

ଛାଡି ଦେଇ ଯାଇ ଥିବା

ପଦଚିହ୍ନ ।

ସ୍ମରଣର ସୁଦ୍ର 

ହୋଇ ଉଠେ ଜାଗୃତ

ଅପଲକେ କହେ

ସବୁ କିଛି ମିଛ ତୁଛ୍ଛ ।


        


Rate this content
Log in

Similar oriya poem from Inspirational