STORYMIRROR

Liza Senapati

Abstract

3  

Liza Senapati

Abstract

ମିଛ ପ୍ରେମ

ମିଛ ପ୍ରେମ

1 min
148

ପରାଧିନତାକୁ ଛାତିରେ ସାଇତି,

କେତେବା ଜାଳିବୁ ନିଜକୁ ଏମିତି,

ନାହିଁ ପ୍ରେମ ନାହିଁ ଦୟା,

ତା ପାଖରେ ସବୁ ମିଛ ମାୟା,

ଦେଖେଇଚି ସିଏ ଯେତେ ସପନ,

ସବୁ ମିଛ ପ୍ରଲୋଭନ,

ଭଙ୍ଗା ଆଇନାରେ ଦିଶେକି ମୁହଁ,

ବିଶ୍ୱାସ ଭାଙ୍ଗି ଯେ ଗଲା ,

ଫେରିକି ଆସିବ କୁହ।

ଛାତିର କୋହ କୁ

ହୃଦୟେ ସାଇତି ଗଢୁଚୁ ଘର,

ସେତ ବାଲିଘର

ସାଗର ଢେଉରେ ହବ ସତଖଣ୍ଡ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ

Similar oriya poem from Abstract