STORYMIRROR

Kusum Panda

Inspirational Others Children

2  

Kusum Panda

Inspirational Others Children

ମହାତ୍ମା ଗାନ୍ଧୀ

ମହାତ୍ମା ଗାନ୍ଧୀ

1 min
160


ମହାତ୍ମାଗାନ୍ଧୀ ଆମ ଦେଶର ପିତା 

 ସ୍ୱାଧୀନତା ଆନ୍ଦୋଳନର ନେତା ।

 ଅହିଂସା ଶାନ୍ତିର ପ୍ରତୀକ ହୋଇ

 ଦେଶ ସ୍ଵାଧୀନତା ଆଣିଲେ ଯାଇ ।

ଜାତିର ପିତା ସେ ଜନକ ଥିଲେ

ଆଦରେ ବାପୁଜୀ ସଭି ଡାକିଲେ ।

ଦୁଇ ଅକ୍ଟୋବର ମାସରେ ଜନ୍ମ

ତାଙ୍କ ଜନମକୁ କରୁ ସ୍ମରଣ ।

ଶିକ୍ଷା ଓକିଲାତି ପାଠ ପଢ଼ିଲେ

ସତ୍ୟର ଆଗରେ ଯାଇ ରହିଲେ ।

କସ୍ତୁରବା ଗାନ୍ଧି ସହଧର୍ମିଣୀ

ବାଛିଥିଲେ ତାଙ୍କୁ ଜୀବନ ରାଣୀ ।

ପୁତିଲି ଵାଇ ଥିଲେ ବାପୁଙ୍କ ମାତା

କରମ ଚାନ୍ଦ ହେଲେ ବାପୁଙ୍କ ପିତା ।

ଶାନ୍ତିର ପ୍ରତୀକ ଥିଲେ ବୋଲାଇ

ନିଜ ଉଦ୍ୟମରେ କର୍ମ କରଇ ।

କାମ ନ କରିଲେ ଖାଇବା ବନ୍ଦ

ଉଦ୍ଦେଶ୍ୟ ଥିଲା ତାଙ୍କ ମହାନ ସ୍କନ୍ଧ ।

ବହୁ ପାରଦର୍ଶି ଗୁଣକୁ ଦେଖି

ତାଙ୍କୁ ବଛାଗଲା ଦେଶର ଆଖି।

ନୋବେଲ ଶାନ୍ତିର ପୁରସ୍କାରକୁ

ଚୟନ କରାଗଲା ଆମ ଗାନ୍ଧୀଙ୍କୁ।

   


Rate this content
Log in

Similar oriya poem from Inspirational