STORYMIRROR

Sunanda Mohanty

Action Inspirational Thriller

4  

Sunanda Mohanty

Action Inspirational Thriller

ମହାନ ବିପ୍ଲବୀ 

ମହାନ ବିପ୍ଲବୀ 

1 min
302


ସ୍ବାଧୀନଚେତା ଉନ୍ମୁକ୍ତ ବକ୍ତା 
କାହିଁଗଲ କେଣେ ହଜି 
ପ୍ରକୃତି କୋଳେ ବଢ଼ି ହେ ମହାନାୟକ 
ମନେପକାଅନ୍ତି ଆଜି ଉତ୍କଳରାଜି 
ଅଠରଶହ ଚଉଷଠି ମେଁ ପାଞ୍ଚତାରିଖ 
ଲଚ୍ଛମନ ନାୟକ ବାଇଗଣି ଦେବୀଙ୍କ ଭୋଜି 
ପୁତ୍ର ରୂପେ ପାଇ ଧରଣୀଧର ଖୁସିରେ ମଜ୍ଜି 
ଶିକ୍ଷା ଲାଭ କରିବାକୁ ପ୍ରେରଣାରେ ପ୍ରେରିତ 
ଧନୁର୍ଜ୍ଜୟ ନାରାୟଣ ଭଞ୍ଜଙ୍କ ରାଜି 
କେନ୍ଦୁଝର ରାଜ୍ୟର ସର୍ଭେୟର ଭାବେ 
କାର୍ଯ୍ୟ କରିଥିଲେ ଆପଣ କାଜି 
ଭୂୟାଁ ସାମ୍ପ୍ରଦାୟର ସ୍ବାଧୀନଚେତା 
ଉତ୍ସାହୀ ଯୁବକ ଦେଶ ଜାତିର ସଂହିତା ହେଜି 
ମୁକ୍ତିକାମୀ ଭୂୟାଁଙ୍କୁ ସଂଗଠିତ କରି
 ସତ୍ୟବାଦୀତାର ମହନୀୟ ଗୁଣେ ମଜ୍ଜି 
ଇରେଜ କବଳୁ ଦେଶ ସ୍ବାଧୀନତା ପାଇଁ 
ବିପ୍ଳବର ଭେରୀ ଉଠିଥିଲା ବାଜି 
ଉଣେଇଶ ଶହ ଚଉରାଳିଶ ଜୀଵନଦୀପ ତେଜି 
ବୈଶାଖ ପୂର୍ଣ୍ଣମୀରେ ଆଜି 
ଧର୍ଯ୍ୟ ସାହାସ ଭରି ବ୍ରିଟିଶ ଶକ୍ତି
ବିରୁଦ୍ଧରେ ଉଠିଥିଲ ଜାଗି 
ଫେରିଆସ ଭୂୟାଁ ଜାତି ବରପୁତ୍ର ହେ 
ଦୀପ ତେଜି ଆଜି ଅଛୁ ଜାଗି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action