ମହାଲକ୍ଷ୍ମୀ ଅଷ୍ଟକମ୍
ମହାଲକ୍ଷ୍ମୀ ଅଷ୍ଟକମ୍
ମହାଲକ୍ଷ୍ମୀ ଅଷ୍ଟକମ୍
===========
ମୂଳ ସଂସ୍କୃତ ପଦ୍ମପୁରାଣ
--------------
ନମସ୍ତୁତେ ମହାମାୟୀ
ଶ୍ରୀପୀଠେ ସୁର ପୂଜିତେ l
ନମସ୍ତେ କମଳା ମାତା
ଶଙ୍ଖ, ଚକ୍ର, ଗଦା ହସ୍ତେ ll
ଗରୁଡ଼ ପୃଷ୍ଠେ ଆସୀନା
କୋଳାସୁର ଭୟଙ୍କରୀ l
ନମସ୍ତୁତେ ମହାଦେବୀ
ସର୍ଵ ପାତକ ସଂହାରୀ ll
ନମସ୍ତେ ସର୍ବ ଜ୍ଞାତ୍ରୀ ମା'
ଅଭୟ ବର ଦାୟିନୀ l
ସର୍ବକ୍ଳେଶ ହରେ ଦେବୀ
ନମସ୍ତୁତେ ନାରାୟଣୀ ll
ସିଦ୍ଧି ବୁଦ୍ଧି ପ୍ରଦେ ଦେବୀ,
ମୁକ୍ତି ପ୍ରଦାୟିନୀ ମାତା l
ମନ୍ତ୍ର ମୂର୍ତ୍ତି ମହାଦେବୀ
ସାଗର ରାଜ ଦୁହିତା ll
ମାହେଶ୍ୱରୀ ମହାମାୟୀ
ଆଦ୍ୟନ୍ତ ରହିତେ ll
ନମସ୍ତୁତେ ଦୟାମୟୀ
ଯୋଗରୁ ସମ୍ଭୂତେ ll
ସ୍ଥୁଳ ସୁକ୍ଷ୍ମ ରୁପେ ମାତ
ମହାରୌଦ୍ରା ମହାଶକ୍ତି l
ମହାପାପ ହାରୀ ଦେବୀ
ବନ୍ଦେ ସାଗର ଦୁହିତି ll
ପଦ୍ମାସନୀ ପଦ୍ମାଳୟା
ପରଂବ୍ରହ୍ମ ସ୍ୱରୂପିଣୀ l
ନମସ୍ତୁତେ ମହାଲକ୍ଷ୍ମୀ
ଜଗନ୍ମାତ ଠାକୁରାଣୀ ll
ଶ୍ଵେତାମ୍ବରା ଧରା ଦେବୀ
ନାନାଳଙ୍କାର ଭୂଷିତେ l
ଜଗଦ୍ଧାତ୍ରୀ ମହାମାୟୀ
ମହାଲକ୍ଷ୍ମୀ ନମସ୍ତୁତେ ll
ମହାଲକ୍ଷ୍ମୀ ନମସ୍ତୁତେ
ନମସ୍ତୁତେ ନାରାୟଣୀ l
ନିତ୍ୟ ପାଠ ଅଷ୍ଟ ସ୍ତୋତ୍ର
ପରମ ମୋକ୍ଷ ଦାୟିନୀ ll
🙏🙏🙏
ଅର୍ଜୁନୀ
-----------------
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧
