STORYMIRROR

Ajita Mishra

Inspirational

3  

Ajita Mishra

Inspirational

ମେଘ

ମେଘ

1 min
267

 

ଶ୍ରାବଣ ରେ ସତେକି

ଆସ ତୁମେ ଚୁମିବାକୁ 

ପର୍ବତ ର ଶିଖରକୁ

କିଏ କହେ ତୁମକୁ ଠୁମରୀ

କିଏ ପୁଣି ଡାକେ କଜରୀ

ଆଉ କିଏ ମେଘ କହେ

କହେ କିଏ ମଲ୍ଲହାର

ଆଖିରେ ଆଖିଏ ସ୍ୱପ୍ନ ଭରି

ପରଷିଦିଅ ପ୍ରୀତି ର ସମ୍ଭାର.....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational