Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

3  

Bijay Prusty

Romance

ମେଘ ମହ୍ଲାର

ମେଘ ମହ୍ଲାର

1 min
171



ଭୁଲିନି ମୁଁ ସଖୂ ମେଘର ବିତାନ

ଯାହା ଶୁଣିଥିଲି ଦିନେ

ବରଷାକୁ ଭଲ ପାଇଗଲି ବୋଲି

ଭିଜିଗଲି ମନେ ମନେ I

ମେଘ ଉହାଡରୁ ବିଜୁଳି ଚମକ

ଦେଖି ସ୍ଥିର ହେଲା ଆଖି

ମନକଥା ମୋର ମନରେ ରହିଲା

ବରଷା ରହିଲା ସାକ୍ଷୀ I

ତୁମରି ପ୍ରୀତିର ସମ୍ମୋହନେ ସଖୀ

ମରଣ ବି ଯାଏ ଡରି

ତୁମ ପରଶରେ ମତୁଆଲା ହୁଏ

ହାଚ ଯେବେ ନିଅ ଧରି I

ଆକାଶରୁ ଝରେ ପ୍ରୀତିର ମୟୁଖ

ବରଷେ ପ୍ରଣୟ ସୁଧା

ମରତ୍ତେ ଓହ୍ଲାଏ ନନ୍ଦନ କାନନ

ହୃଦେ ଭରେ ପ୍ରୀତି କ୍ଷୁଧା I

       


Rate this content
Log in

Similar oriya poem from Romance