STORYMIRROR

Sudipta Behera

Romance Fantasy

4  

Sudipta Behera

Romance Fantasy

ମୌନ ତାର ଅନ୍ତରାଳେ

ମୌନ ତାର ଅନ୍ତରାଳେ

1 min
364

ମୌନ ତାର ଅନ୍ତରାଳେ

ତୁମେ ପ୍ରଗଳ୍ଭା ପ୍ରେମିକା

ମୃଗ ତୃଷ୍ଣା ସମ ସାଜ

ତୁମେ ଅଭିସାରିକା

ସ୍ୱପ୍ନ ସୁନ୍ଦରୀ ରହସ୍ୟ ମଞ୍ଜରୀ

ଇନ୍ଦ୍ର ପୁରେ ତୁମେ ଅପ୍ସରୀ

ଅନେକ ଦଗ୍ଧ ଧବଳ ମେଘ ସ୍ନାନ ସାରି

ପାଉଁଜି ର ନିକ୍ବଣରେ ଆସ ଥିରି ଥିରି

ତବ ମୌନ ତାରେ

କଥା ଗୁଚ୍ଛ ନେଇ

ସର୍ମପି ଦେବାକୁ

ତବ ସାନିଧ୍ୟରେ

ମୁଁ ନିର୍ବାକ୍ ।


Rate this content
Log in

Similar oriya poem from Romance