Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Inspirational Others

3  

Akshayakumar Dash

Inspirational Others

ମାଟି

ମାଟି

1 min
158


ମୋ ଦେହରେ ଛାଇ କି

ଆଲୁଅର ଛକାପଂଜା ଖେଳ

ପାଣି ପବନର ଘର

ଉପରେ ଆକାଶ

ତଳେ ଅଗ୍ନି

ପଞ୍ଚଉପାଦାନର ଗଡ଼

ମୋ ତନୁରେ ମନ ।

ଗଛ ଫଳ ଝରଣା ଜଳ

ପାହାଡ଼ ନଈ ବନ

ଯାହା ଦେଖ ତାହା ସବୁ

ଦେଇଛି ତୁମକୁ ଜୀବନ

ପଶୁ ପକ୍ଷୀ ସରୀସୃପ

ନୁହନ୍ତି ତୁମଠାରୁ ଭିନ ।

ତୁମେ ମୋତେ ଯେତେ ନିର୍ଯାତନା ଦେଲେ

ମୋ ପେଟଚିରି ହାଡ଼ ମାନ୍ସକୁ ନିଲମକଲେ

ସହିଛି ସହୁଥିବି ଥରେ ଥରି ଗଲେ

ତୁମେ ଥିବକି ନାହିଁ

ସାଗର ଭିତରେ ପାହାଡ

ବା ମରୁଭୂମିରେ ଓଟ ଚାଲୁଥବ ।


Rate this content
Log in

Similar oriya poem from Inspirational