Sasmita Choudhury
Fantasy Others
ତୁମେ ସବୁଠାରୁ
ପ୍ରିୟତମ ମୋର
ମଡକ ଆସିଲା ପରେ,
ମୁଖ ପରେ ସଦା
ଆବରଣ ତୁମେ
ବନ୍ଦୀ ମୁଁ ଆପଣା ପୁରେ।
ତୁମେ ସାଜିଛ
ମୋ ରକ୍ଷା କବଚ
ମୋ ମୁଖର ପରିପାଟୀ,
କରୋନା ଯୁଦ୍ଧରେ
ଢାଲଟିଏ ତୁମେ
ଅଧୁନା ଶ୍ରେଷ୍ଠ ସଂପତ୍ତି ।
ଗଜବଦନ ଗଣନାଥ
ମୋ ଘର ରାନ୍ଧଣା
ମାସ୍କ
କରୋନା ସାଜିଛି ...
ଲକ୍ ଡାଉନ
ଡର
ତଟିନୀର ତୃଷ୍ଣା
ବନ୍ଦୀର ଆତ୍ମଲି...
ଅସ୍ତିତ୍ବ
କାନି
ସମାଜବାଦର ସ୍ବପ୍ନ ଦେଖିଥିଲେ ସପନ ଭାଙ୍ଗିଗଲା, ସହିଦ ହେଲେସେ ଦେଶ ମାତୃକାର ଦୀପ ଟେ ଲ ସମାଜବାଦର ସ୍ବପ୍ନ ଦେଖିଥିଲେ ସପନ ଭାଙ୍ଗିଗଲା, ସହିଦ ହେଲେସେ ଦେଶ ମାତୃକାର ...
ଅଭିମାନୀ ମନ ଝୁରୁଛି ତୁମକୁ ମନକଥା ଆଉ କହିବି କା'ରେ କ୍ଷମା କରିଦେବ ମୋ ଧୃଷ୍ଟତା ପାଇଁ ପ୍ରଣତି ଢାଳଇ ଚରଣ ତ... ଅଭିମାନୀ ମନ ଝୁରୁଛି ତୁମକୁ ମନକଥା ଆଉ କହିବି କା'ରେ କ୍ଷମା କରିଦେବ ମୋ ଧୃଷ୍ଟତା ପାଇଁ ...
ମରି କରି ବି ଅମର ହେଇଗଲା ଦୁନିଆଁଟା ସାରା ପଡ଼ଲା ତାର ନାମ ଯୁଗ୍ ଯୁଗ ଧରି ନାଁ ରହିଗଲା ତାର କର୍ଲା ମରି କରି ବି ଅମର ହେଇଗଲା ଦୁନିଆଁଟା ସାରା ପଡ଼ଲା ତାର ନାମ ଯୁଗ୍ ଯୁଗ ଧରି ନାଁ ରହିଗଲା...
ଅବୁଝା ଜହ୍ନ ଅବୁଝା ଜହ୍ନ
ଘର ପୁର ଗ୍ରାମ ନଗ୍ର ପ୍ରସ୍ତୁତ ସର୍ବେ ନିଜ ନିଜ ଭାବେ ସଜ୍ଜିତ ନବ ଉଲ୍ଲାସେ ଚେତନା ସ୍ଫୁରିଲା ସ୍ଵପ୍ ଘର ପୁର ଗ୍ରାମ ନଗ୍ର ପ୍ରସ୍ତୁତ ସର୍ବେ ନିଜ ନିଜ ଭାବେ ସଜ୍ଜିତ ନବ ଉଲ୍ଲାସେ ଚେତନା ସ୍ଫୁ...
ସିଂହ ତାର ବାହନ ସର୍ପ ତାର ଭୁଷଣ । ଶୁଳ କରି ଧାରଣ ଚକ୍ର କରେ ପ୍ରେରଣ। ମୋତି ମାଣିକ ରତ୍ନ ସିଂହ ତାର ବାହନ ସର୍ପ ତାର ଭୁଷଣ । ଶୁଳ କରି ଧାରଣ ଚକ୍ର କରେ ପ୍ରେରଣ। ମୋତି ମା...
ଅତିଥି ସତ୍କାର ଅତିଥି ସତ୍କାର
ଦେଖି ଲୋ ଜନନୀ ତ୍ରାହି ଡାକି ଲାଣି ଚାରି ଆଡେ଼ ଅପରାଧ ଦିନୁ ଦିନ ଯାଏ ବଢିଣ ପ୍ରଖରେ ଲାଗେ ଭାରି ଅବସାଦ । ଦେଖି ଲୋ ଜନନୀ ତ୍ରାହି ଡାକି ଲାଣି ଚାରି ଆଡେ଼ ଅପରାଧ ଦିନୁ ଦିନ ଯାଏ ବଢିଣ ପ୍ରଖରେ ...
ପବିତ୍ର ଭୂମିର ମିଠା ପରଶରେ ଗଢା ଏ ଶରୀର ମୋର ସ୍ମରି ସ୍ୱାଭିମାନ ଉତ୍କଳୀକା ପଦେ କରୁଅଛି ନମସ୍କାର ପବିତ୍ର ଭୂମିର ମିଠା ପରଶରେ ଗଢା ଏ ଶରୀର ମୋର ସ୍ମରି ସ୍ୱାଭିମାନ ଉତ୍କଳୀକା ପଦେ କରୁଅଛି ନମସ୍...
ନିଦୁଆ ଆଖିରେ ଯେବେ ନିଦ ଘୋଟିଆସେ ସେତେବେଳେ ହୃଦୟ ଝରକା ବାଟେ ଦେଖାଯାଏ ଗୋଟେ ପ୍ରତିଛବି । ନିଦୁଆ ଆଖିରେ ଯେବେ ନିଦ ଘୋଟିଆସେ ସେତେବେଳେ ହୃଦୟ ଝରକା ବାଟେ ଦେଖାଯାଏ ଗୋଟେ ପ୍ରତିଛବି ।
କୃଷ୍ଣ କେଶୀ ଗୋ ସରମି ଯାଏଟି ଆକାଶର କଳା ମେଘ ତୁମ ଚାହାଁଣୀର ଚହଲା ଯୌବନେ... କୃଷ୍ଣ କେଶୀ ଗୋ ସରମି ଯାଏଟି ଆକାଶର କଳା ମେଘ ତୁମ ଚାହାଁଣୀର ଚହଲା ଯୌବନେ...
ଚାହେଁ ନା ମୁଁ ଏଠି କୁରୁ-ସଭା ଛାମୁ ଚାହେଁ ନା ମୁଁ ପଶାଖେଳ ଅଙ୍କେ ଯାହାର ଶଙ୍କେ ମୋ ପ୍ରାଣ ଗଡେ... ଚାହେଁ ନା ମୁଁ ଏଠି କୁରୁ-ସଭା ଛାମୁ ଚାହେଁ ନା ମୁଁ ପଶାଖେଳ ଅଙ୍କେ ଯାହାର ଶଙ୍କେ ମୋ ପ୍...
ପିଲାଦିନ ଆଉ ଫେରେକି ଜୀବନେ ଅଫେରା ବୋଲି ଏ କହିଲୁନି ଦିନେ , ଶୁଷ୍କ ଥାଇ ଆଖି ହୃଦୟ କାନ୍ଦୁଛି... ପିଲାଦିନ ଆଉ ଫେରେକି ଜୀବନେ ଅଫେରା ବୋଲି ଏ କହିଲୁନି ଦିନେ , ଶୁଷ୍କ ଥାଇ ଆଖି ହୃଦୟ କାନ...
ସାକ୍ଷୀଥିଲା ମହାଦେବ ବେଢା ଚୁନାଚୁନା ତାରାଫୁଲ ସାଥେ ଜହ୍ନରାତି, ମଥା ଛୁଇଁ ଦେଇଥିଲ କଥା... ସାକ୍ଷୀଥିଲା ମହାଦେବ ବେଢା ଚୁନାଚୁନା ତାରାଫୁଲ ସାଥେ ଜହ୍ନରାତି, ମଥା ଛୁଇଁ ଦେଇଥିଲ ...
ସୁଖ ବୋଲି ଯା'କୁ ହାତରେ ଧରିଲି ସେତ ଆକାଶ ଫୁଲ, ସାଗର ବୋଲି ଯା ପଛରେ ଧାଇଁଲି ସେ ମରୀଚିକା ଜଳ। ସୁଖ ବୋଲି ଯା'କୁ ହାତରେ ଧରିଲି ସେତ ଆକାଶ ଫୁଲ, ସାଗର ବୋଲି ଯା ପଛରେ ଧାଇଁଲି ସେ ମର...
ଶ୍ଯାମଳୀ ମୋହିନୀ ମାର୍ମିକ ଅକ୍ଷତା ସନ୍ତାନର ଉପେକ୍ଷାରେ ବଞ୍ଚିବା ପ୍ରତ୍ଯାଶୀ ଶତତ ପ୍ରୟା.. ଶ୍ଯାମଳୀ ମୋହିନୀ ମାର୍ମିକ ଅକ୍ଷତା ସନ୍ତାନର ଉପେକ୍ଷାରେ ବଞ୍ଚିବା ପ୍ରତ୍ଯାଶୀ ...
ଅନ୍ଧକାର ଚିରି ଜ୍ୟୋତିର ପ୍ରକଟ ନବ ଉଚ୍ଛ୍ବାସର ନର୍ମଳ ଉଚ୍ଚାଟ ଜାଗଇ ନବ ବିଶ୍ବାସ । ଅନ୍ଧକାର ଚିରି ଜ୍ୟୋତିର ପ୍ରକଟ ନବ ଉଚ୍ଛ୍ବାସର ନର୍ମଳ ଉଚ୍ଚାଟ ଜାଗଇ ନବ ବିଶ୍ବାସ ।
ପ୍ରେମ ପ୍ରଣୟର ମଧୁରତା ସ୍ୱାଦ ଚାଖିଲି ପ୍ରଥମ ଥର, ତୁମେ ହେବ ଯଦି ମୋ ମନ ଦେବତା ଗଢ଼ିବି ନିଶ୍ଚେ.... ପ୍ରେମ ପ୍ରଣୟର ମଧୁରତା ସ୍ୱାଦ ଚାଖିଲି ପ୍ରଥମ ଥର, ତୁମେ ହେବ ଯଦି ମୋ ମନ ଦେବତା ଗଢ଼ି...
ମୁହଁ ଲୁଚେଇ କାନି ଭିଯେଇବା ମୁଁ ତତେ ଅନେକ ଦେଖିଛି। ଧୁପକାଠିର ଧୁଆଁ ପରି ପବନରେ ମିଳେଇ ଯିବା... ମୁହଁ ଲୁଚେଇ କାନି ଭିଯେଇବା ମୁଁ ତତେ ଅନେକ ଦେଖିଛି। ଧୁପକାଠିର ଧୁଆଁ ପରି ପବନରେ ମି...
ମାଟି କଣ୍ଢେଇଟି ଭାଙ୍ଗିଗଲେ ମନ ମାରି ଋଷି ବସେ, ମିଛ ହାଣ୍ଡି କଡେଇରେ ଛଅ ତରକାରୀ, ନଅଭଜା ସମସ୍ୟା ବିହୀନ... ମାଟି କଣ୍ଢେଇଟି ଭାଙ୍ଗିଗଲେ ମନ ମାରି ଋଷି ବସେ, ମିଛ ହାଣ୍ଡି କଡେଇରେ ଛଅ ତରକାରୀ, ନ...