STORYMIRROR

Sasmita Choudhury

Others

2  

Sasmita Choudhury

Others

କରୋନା ସାଜିଛି ଆତଙ୍କ

କରୋନା ସାଜିଛି ଆତଙ୍କ

1 min
3.1K


ଜହ୍ନ ରାଇଜକୁ 

ପଠାଇଛି କେତେ 

ରକେଟ ଓ ଉପଗ୍ରହ,

ମଙ୍ଗଳରେ ଖୋଜେ

ଜଳର ସନ୍ଧାନ 

ସମୁଦ୍ରରେ ସ୍ଥାପେ ଗୃହ।


କ୍ଷୁଦ୍ରାତିକ୍ଷୁଦ୍ର ଭୂତାଣୁ-

ଭୟରେ ହଜିଯାଏ 

ମୋର ଗର୍ବ ଉନ୍ନତ ବୁଦ୍ଧି,

ନିଜ ଅହମିକା 

ସାଜିଲା ମୋ କାଳ

ନିଜ ଗୃହେ ନିଜେ ବନ୍ଦୀ ।




Rate this content
Log in