STORYMIRROR
ଲକ୍ ଡାଉନ
ଲକ୍ ଡାଉନ
ଲକ୍ ଡାଉନ
ଲକ୍ ଡାଉନ
ମନ ମରିଯାଏ
ରହି ରହି ଘରେ,
ବ୍ଯାକୁଳତା ହୃଦୟରେ ,
ଭାବୁଛି ସମୟ
ଦେବ ନାହିଁ ଆଉ
ଏ ମଉକା ଜୀବନରେ ।
କାଲି ଖୋଲିଯିବ
ଲକ୍ ଡାଉନ
ହସି ଦେ ଟିକିଏ ସୁନା,
କାଲି ଆଉ କେହି
ଆକଟିବେ ନାହିଁ
ସାଙ୍ଗସାଥି ହେବା ମନା ।
ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍
More oriya poem from Sasmita Choudhury
Download StoryMirror App