STORYMIRROR

Hrushikesh Satpathy

Inspirational Abstract Others

3  

Hrushikesh Satpathy

Inspirational Abstract Others

ମାଣିକ ମୁକୁନ୍ଦ...

ମାଣିକ ମୁକୁନ୍ଦ...

1 min
13.5K


ମାଣିକ ମୁକୁନ୍ଦ ଅବା ଅରବିନ୍ଦ

କେଉଁ ନାମେ ପ୍ରଭୂ ଡାକିବି ତୋତେ?

ଯେ ନାମେ ଡାକିଲେ ଶରଧା ଝରୁଛି

ଅପରୂପ କାନ୍ତି ଦିଶୁଛି ମୋତେ।

ସଭିିିଙ୍କ ଆଖିରେ ପଥର ଟିିିଏ ତୁ

ମୋ ହୃଦୟେ କିିନ୍ତୁ ଦିବ୍ୟ ହୃଦୟ।

ସକାଳର ଜୌତି ସଞର ଆଳତି

ପଥର ହେଲେବି କରୁୁୁଣାମୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational