STORYMIRROR

Gajendra Kumar sethy

Inspirational

3  

Gajendra Kumar sethy

Inspirational

ମାଣବସା

ମାଣବସା

1 min
230

ବାରମାସେ ଏଠି ତେର ପର୍ବ ସିନା

ଧନ୍ୟ ମୋ ଓଡ଼ିଶା ଭୂଇଁ

ସୁନ୍ଦର ସଂସ୍କୃୃତି ଭବ୍ୟ ପରମ୍ପରା

ଚରଣ ଯାଇଛି ଛୁଇଁ ।

ପୁଣ୍ୟ ମାାର୍ଗଶୀର ସଭିଙ୍କ ହୃଦୟେ

ମାଆ ଲକ୍ଷ୍ମୀଙ୍କର ଓଷା

ମାଣବସା ଠାରୁ ହରିବଂଶ ଯାଏ

ମନେ ବାନ୍ଧିିଲାଣି ବସା ।

ଓଡ଼ିଆ ଘରର ପାଣି ଓ ପବନ

ମାଣବସା ଗୁରୁବାର

କେଡେ ଯତନରେ ଝୋଟି ଚିତା କରେ

ସତେ ଅବା ଲକ୍ଷ୍ମୀ ପାଦ

 ମାଆ ଲକ୍ଷ୍ମୀ ମଧ୍ୟ ସାହା ହୋଇଥାନ୍ତି

ଆସିଲେ କେବେ ବିିପଦ


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational