STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ମାନଦଣ୍ଡ

ମାନଦଣ୍ଡ

1 min
201

       

ପୂଣ୍ୟ କେବେ ନିଏ ନାହିଁ ପାପର ଭାର

ସେତ ଏକ ପୂଣ୍ୟ ତୋୟାର ଧାର

ପାପ କି ଛୁଇଁ ପାରେ ତାରି କୂଳ

ସେ ଅମାନିଆ ଉତାଳ      

ପୂଣ୍ୟ ଅଟଇ ଅମୃତ ସନ୍ତାନ

ପାପକି ହୋଇବ ତାରି ସମାନ

ପୂଣ୍ୟ ନୀରବ ନିଶ୍ଚଳ

ପାପ କି ଜାଣେ ତାରି ବଳ

ପୂଣ୍ୟ ଏକ ଅମରଜ୍ୟେତି

ପାପର କି ଥାଏ ସ୍ଥିତି

ପୂଣ୍ୟ ଏକ ନୀରଵ ଝଡ଼

ପାପର ଭାରା ସଦା କଡ଼ମଡ଼

ଦୁହେଁ ଦୁହିଁଙ୍କ ଠାରୁ ଭିନ୍ନ

ପାପ କୁ କେହି ଦିଏ ନା ସମ୍ମାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational