Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotsna Acharya

Abstract Inspirational Others

3  

Jyotsna Acharya

Abstract Inspirational Others

ମାଘ ସପ୍ତମୀ

ମାଘ ସପ୍ତମୀ

1 min
123


ଓଡିଶା ପବିତ୍ର 

ଧର୍ମ ଅର୍କକ୍ଷେତ୍ର

ଚ଼ନ୍ଦ୍ରଭାଗା ବୁଡ଼

ଧାର୍ମିକ ସ୍ଥଳୀ l


ଐତିହ୍ୟ ଏକତା 

ପରମ୍ପରା ଆମ

ସ୍ନାନ ପୂଣ୍ୟ ମନ

ପବିତ୍ର ସଂସ୍କୃତି l


ଧର୍ମ ମାଘ ପର୍ବ

ପ୍ରଭାତୁ ସ୍ନାନ

ସୂର୍ଯ୍ୟ ନମସ୍କାର

ଶୁକ୍ଳ ମାଘ ସପ୍ତମୀ l


ମଣିଷ ଜୀବନ

ଦୁଲ୍ଲଭ ଜନମ

ଜନ୍ମ ମୃତ୍ୟୁ ଚ଼କ୍ର

ହୋଇବୁ ପାରୀ l


ପୂରାଣ ବର୍ଣ୍ଣିତ

ଧାର୍ମିକ ତତ୍ତ୍ବ

ଧର୍ମ ପୂଣ୍ୟ ପଥ

ମାର୍ଗ କାହାଣୀ l


ପବିତ୍ର ଜୀବନ

ଶୁଦ୍ଧ ମନଚିତ୍ତ

ଞାନ ବୁଦ୍ଧି ଯଶ 

ସୁଖ ଶାନ୍ତି ମଣ୍ଡଳୀ।


Rate this content
Log in

Similar oriya poem from Abstract