STORYMIRROR

Sasmita Acharya

Inspirational Others

2  

Sasmita Acharya

Inspirational Others

ମାଆ

ମାଆ

1 min
13.1K


ମାଆ

ତୁ ଲୁଚି ବସିଥାଉ

ମୋ ଭାବରେ

ମୋ ଭକ୍ତିରେ

ମୋ ପ୍ରେମରେ

ମୋ ବିଶ୍ଵାସରେ

ମୋ ନିଶ୍ଵାସରେ

ମୋ କର୍ମରେ

ମୋ ହୃଦୟର ପ୍ରତିଟି ସ୍ପନ୍ଦନରେ ,,

ମୁଁ ଖୋଜୁଥାଏ ତୋତେ

ମୋ ଭିତରେ

ଜୀବନର ପ୍ରତି ମୁହୂର୍ତ୍ତରେ

ତୋ ବାତ୍ସଲ୍ୟତାରେ

ହସି ଉଠେ ମୋ ଶୁଷ୍କ ପ୍ରାୟ ଜୀବନ

ଭରିଯାଏ ସଂପୂର୍ଣ୍ଣତାରେ……||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational