Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjun Das

Inspirational Others

4.0  

Arjun Das

Inspirational Others

ମାଆ

ମାଆ

1 min
199


ଦୁଇଟି ଅକ୍ଷର ନାଆଁ ଟି ତାହାର

ଅଟେ କି ଆହା ସୁୁୁନ୍ଦର

ମା ବୋଲି ପଦେ ଡାକିଦେଲେ

ଫାଟିଯାଏ ତାର ଅନ୍ତର ।


ଆସୁ ପଛେ ଯେତେ ଝଡ

ଆସୁ ପଛେ ଝାଞ୍ଜି

ପଣତ ରେ ମାଆ ସାଇତି ରଖଇ 

ରକ୍ଷା କବଚ ସେ ସାଜି  ।


ମାଆର ପଣତ, ପଣତ ନୁହେଁ ସେ

ଅଟେ ଶିରି ମନ୍ଦିର ର ନେତ

ମାଆ ର ପଣତ ମୁଣ୍ଡେ ଥିଲେ

ଜଣା ପଡେ ନାହିଁ 

ବରଷା କି ଖରା ଶୀତ   ।



Rate this content
Log in

Similar oriya poem from Inspirational