STORYMIRROR

Pravatirani Mohanty

Inspirational

3  

Pravatirani Mohanty

Inspirational

ମାଆ

ମାଆ

1 min
355

ମୋ ପ୍ରାଣ ସ୍ପନ୍ଦନ 

ମୋ ଚିନ୍ତା ଚେତନା

ମୋ ମନ ଆକାଶେ ଧ୍ରୁବ ତାରା

ତୋ କୋଳରେ ମା ସରଗ ସୁଖ ଲୋ  ଭକ୍ତି ମୁକ୍ତି ଦାତା 

ମଧୁଝରା

ପୂଣ୍ୟ ବୈତରଣୀ

ଅମୃତବର୍ଷିଣୀ

ମୋ ଜୀବନ ମଣି ସୁଧାଧାରା

ନେ ମାଆ ତୋଳିି

ସ୍ନେହ ଶ୍ରଦ୍ଧା ଵୋଳି

ମାୟା ପାରାବାରେ 

ପଥହରା

କଅଁଳ ପାଦେ ମୋ ଫୁଟିି ଗଲେ କଣ୍ଟା

ତୋ ବକ୍ଷରୁ ଲହୁୁ ଯାଏ ଝରି

ତୋ ଆଶିଷ ହସ୍ତ ବଢାଇ ଦେଏ ମାଆ

ଝରି ଯାଉ ଅମୃତରଧାରା.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational