STORYMIRROR

MADHU MITA

Tragedy

3  

MADHU MITA

Tragedy

ଲୁଣ୍ଠନ

ଲୁଣ୍ଠନ

1 min
11.8K

ସାଇତି ରଖିଥିଲି

ଅତି ଯତ୍ନରେ

କୋଲପ ପକେଇ

ମୋ ଛାତି ଭିତରେ..


ତଥାପି କେମିତି

କେଜାଣି କେଉଁଠି

ଖସିଗଲୁ ତୁ..

ଆଉ ରହିଗଲି ମୁଁ

କେବଳ ଶୂନ୍ୟ ହାତରେ..!!


କେଉଁଠି ଢିଲା ହେଲା ଗଣ୍ଠି

ଭାବି କେବଳ ହେଉଛି ମୁଁ ଘାଣ୍ଟି

କିନ୍ତୁ ପାଉନି ସେ ବେଳାକୁ ଖୋଜି

ଯେତେବେଳେ

ପର କଲୁ ତୁ..

ମୋ ଜୀବନ ଧନକୁ..

କେତେ ସହଜରେ.. ନେଇଗଲୁ ଲୁଣ୍ଠି..!!


Rate this content
Log in

Similar oriya poem from Tragedy