STORYMIRROR

Kumarlal Rana

Abstract Tragedy

2  

Kumarlal Rana

Abstract Tragedy

ଲୁହରେ ଭିଜିଲା

ଲୁହରେ ଭିଜିଲା

1 min
140

ଛାଡି ଗଲୁ କାହ୍ନୁ ଦୁଃଖୀ ଧନରେ

ତୋ  ବିନୁ  ଯାଉଛି ମୋର ଜୀବନ ।

ନ ପାରୁଛି ଭୁଲି   ତୋର  ଚେହେରା ।

ରଙ୍କୁଣୀ   ଧନରେ ମୋର ପସରା ।୧।


ଗଲା ମାଳି ମୋର ହ୍ରୁଦର ହାର ।

କଳା କାହ୍ନୁ ଆମ କେଡ଼େ ସୁନ୍ଦର ।

ନ ଯା ଛାଡ଼ି ଧନ  ଆ ବାହୁଡ଼ି ।

ମଥୁରା ପୁରକୁ ନ ଯା ତୁ ହୁଡ଼ି ।୨।


ଗେଲରେ ପାଇଛି  ଧନ ମୁଁ ତୋତେ ।

ମଥୁରା ପୁରକୁ  ନେ ସଙ୍ଗତେ ।

ବାହୁଡ଼ି ଯାଉଛି ଯେବେରେ କାହ୍ନା ।

ଗୋପେ କହିପାଇଁ  କରୁ ଛଳନା ।୩।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract