STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Tragedy

2  

ଓଡ଼ିଆ ଗଳ୍ପ ଓ କବିତା - ୨

Tragedy

ଲୁହ

ଲୁହ

1 min
13.9K


ମୁଁ କାଗଜ ଡଙ୍ଗାଟେ ଭସେଇଲାବେଳେ

ତୁ ଲୁହ ଟୋପେ ଦେଲୁ,

ଟୋପେ ଲୁହରେ ଜୀବନ ଭାସିଯିବ ଲୋ

କାଗଜ ଡଙ୍ଗା ନୁହେଁ,

ଦର ଆଉଜା କବାଟ ଫ୍ଯାନକରେ

ମୁଁ ସେମିତି ଠିଆହୋଇଥିଲି

ଖରା , ବର୍ଷା, ଶୀତରେ ତୁ ନାଡାକିବା ଯାଏଁ,

ତୋ ଓଢଣା ତଳେ ଦେଖୁଥିବୀ

ସାତରଙ୍ଗି ଇନ୍ଦ୍ରଧନୁ

ଜୀବନଠାରୁ ସପନ ବେଶି ନିଜର ଲୋ

ତୋ ଲୁହ ଟୋପେ ମାଟି ଛୁଇଁବ ଆଗରୁ

ନିଜର କରିବା ମୋ ଆଖି

ବାସ ତୁ ଖାଲି ତୋ

ଓଢଣା ତଳେ ମୋତେ

ଲୁଚାଇ ରଖିଥା ଜୀବନସାଥୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy