STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ଲୁହ

ଲୁହ

1 min
212

ସୀତାଙ୍କ ରକ୍ଷାକର୍ତ୍ତା ରାମ 

ହରଣ ବେଳେ କେବଳ ଲୁହ 

ଦ୍ରୌପଦୀଙ୍କର ପଞ୍ଚୁପାଣ୍ଡଵ 

ବସ୍ତ୍ର ହରଣ ସମୟେ ସାଥିରେ ଲୁହ 

ଦଶରଥ ପ୍ରାଣତ୍ୟାଗ କଲାବେଳେ 

ଚାରିପୁତ୍ର ଥାଇ ଵି ଥିଲା ଟୋପେ ଲୁହ 

ଶକ୍ତିଶାଳୀ ରାବଣ ଲଙ୍କା ଜାଳିବା ବେଳେ 

ଵି ସେଇ ହୃଦୟ ଥରାଇ ଲୁହ 

ସ୍ୱୟଂ ସୁଦର୍ଶନ ଚକ୍ରଧାରୀ 

ସରାଗତ ସମୟରେ ଲୁହ ଛଡ଼ା କଣ ଥିଲା ଯେ 

ଶରଶଯ୍ୟାରେ ପିତାମହଙ୍କ ପାଖରେ 

ଅଭିମନ୍ୟୁ ଚକ୍ରବ୍ୟୂହ ସମୟରେ 

ସଂସାରରେ ସବୁଠୁ ନିଜର ସେଇ 

ନିଜଠୁ ନିଜର ଯାଏ ହୋଇ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational