Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

saroj sahu

Classics Children

2.5  

saroj sahu

Classics Children

ଲୋକ ଗୀତ

ଲୋକ ଗୀତ

1 min
7.6K


"ଆସରେ ପିଲେ କଥା କହେମା

କାଇଁ କଥା ? ବେଙ୍ଗ କଥା

କାଇଁ ବେଙ୍ଗ ? ଢୁଡା ବେଙ୍ଗ

କାଇଁ ଢୁଡା ? ବାଭନ ବୁଢା

କାଇଁ ବାଭନ ? ସୁଦ ବାଭନ

କାଇଁ ସୁଦ ? ପିଠା ଲୁଦ

କାଇଁ ପିଠା ? ତାଳ ଗଏଣ୍ଟଆ

କାଇଁ ତାଳ ? ସୁରଶୋ ମାଲ

କାଇଁ ସୁରଶୋ ? ବନ୍ଧ ସୁରଶୋ

କାଇଁ ବନ୍ଧ ? କିଆ ବନ୍ଧ

କାଇଁ କିଆ ? ରାଜା ର ବିହା

କାଇଁ ରଜା ? କନ୍ଧ ରଜା

ଇତ୍ୟାଦି.....

ଏ ଗୀତ ର ଅନ୍ତ ନାହିଁ ।

ସମଗ୍ର ପଶ୍ଚିମ ଓଡ଼ିଶାର ଗ୍ରାମାଞ୍ଚଳ ତଥା କିଛି ସହରାଞ୍ଚଳରେ ଛୋଟ ଛୋଟ ପିଲାମାନଙ୍କୁ ଆଈ, ଜେଜେ ମାଁ ମାନେ ଗୀତ ମାଧ୍ୟମରେ ଶୁଣାଇ ମନୋରଞ୍ଜନ କରିଥାଆନ୍ତି । ଏ ସବୁର ଆକ୍ଷରିକ ଅର୍ଥ କିଛି ନ ଥାଏ, ମାତ୍ର ବେଶ ଲୋକପ୍ରିୟ ।


Rate this content
Log in