STORYMIRROR

Sudhashree Bhattamisra

Inspirational

3  

Sudhashree Bhattamisra

Inspirational

ଲକ୍ଷ୍ୟ

ଲକ୍ଷ୍ୟ

1 min
200

ଯେତିକି ସୁକ୍ଷ୍ମ, ସେତିକି କୋମଳ ଏ ମନଟା

ସେଥିପାଇଁ ତ ଭୟ ଲାଗେ, କାହିଁକିନା ଜୀବନ ର

ବାଜିଟା କେତେ ଯେ କଠିନ, ମୁଁ ହୃଦୟଙ୍ଗମ

କରିଛି, ଜାଣିଛି ଶିଳାଟିଏ, ସମ୍ପର୍କର ସେତୁଟିଏ

ଜୀଵନ, କିଏ ବାନ୍ଧିପାରେ ସେତୁବନ୍ଧ

ସମ୍ପର୍କ କୁ ଗଢିବାକୁ ଜୀବନ୍ତ

ସମ୍ପର୍କର ନଦୀତୀରେ ତମେ ଯଦି

ଭାଙ୍ଗିଦିଅ ବାଲିଘର, ମନ ମୋର

ସତରେ କେତେ ସୂକ୍ଷ୍ମ, ସୂତାଖିଅ

ଲାଗେ ଜୀବନ, ପହଂଚିବାକୁ

ଅପହଞ୍ଚ ଦୂରତ୍ୱ ଲକ୍ଷ୍ୟ ମୋର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଗହଣା

ଗହଣା

1 min ପଢ଼ନ୍ତୁ

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Inspirational